ପ୍ରେରିତ 21:10 - ପବିତ୍ର ବାଇବଲ10 ସେଠାରେ ଆମ୍ଭେ ବହୁତ ଦିନ ରହିଲା ପରେ ଯିହୂଦା ଦେଶରୁ ଆଗାବ ନାମରେ ଜଣେ ଭବିଷ୍ୟଦ୍ବକ୍ତା ଆସି ପହଞ୍ଚିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)10 ସେହି ସ୍ଥାନରେ ଆମ୍ଭେମାନେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଯିହୁଦା ପ୍ରଦେଶରୁ ଆସିଲେ। Viz kapitolaଓଡିଆ ବାଇବେଲ10 ଆମ୍ଭେମାନେ ସେହି ସ୍ଥାନରେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଯିହୂଦା ପ୍ରଦେଶରୁ ଆସିଲେ । Viz kapitolaପବିତ୍ର ବାଇବଲ (CL) NT (BSI)10 ଆମେ ସେଠାରେ ଅନେକ ଦିନ ରହିବା ପରେ, ଯିହୁଦାରୁ ଆଗାବ ନାମକ ଜଣେ ଭାବବାଦୀ ସେଠାକୁ ଆସିଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ଆମ୍ଭେମାନେ ସେହି ସ୍ଥାନରେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଯିହୂଦିୟା ପ୍ରଦେଶରୁ ଆସିଲେ। Viz kapitola |