ପ୍ରେରିତ 20:12 - ପବିତ୍ର ବାଇବଲ12 ସେମାନେ ଯୁବକକୁ ଜୀବିତ ପାଇ ଘରକୁ ନେଇଗଲେ ଓ ବହୁତ ଆଶ୍ୱସ୍ତ ହେଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)12 ଆଉ, ସେମାନେ ସେହି ବାଳକକୁ ଜୀବିତ ଅବସ୍ଥାରେ ଆଣି ଅତ୍ୟ; ଆଶ୍ଵାସ ପ୍ରାପ୍ତ ହେଲେ। Viz kapitolaଓଡିଆ ବାଇବେଲ12 ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସ ପାଇଲେ । Viz kapitolaପବିତ୍ର ବାଇବଲ (CL) NT (BSI)12 ଲୋକମାନେ ଯୁବକଟିକୁ ଜୀବିତ ଦେଖି ତା’ ଘରକୁ ନେଇଗଲେ ଏବଂ ବହୁ ଆଶ୍ୱାସନା ପାଇଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସନା ପାଇଲେ। Viz kapitola |