ପ୍ରେରିତ 19:39 - ପବିତ୍ର ବାଇବଲ39 “ମାତ୍ର ତୁମ୍ଭମାନଙ୍କର ଯଦି ଆଉ କିଛି ବିଷୟ ଅଛି, ତେବେ ତାହା ନିୟମିତ ଜନସଭାରେ ବିଗ୍ଭର କରାଯାଇ ପାରିବ। Viz kapitolaପବିତ୍ର ବାଇବଲ (Re-edited) - (BSI)39 କିନ୍ତୁ, ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବୀ ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ। Viz kapitolaଓଡିଆ ବାଇବେଲ39 କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବି ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ । Viz kapitolaପବିତ୍ର ବାଇବଲ (CL) NT (BSI)39 ଯଦି ଏହାଠାରୁ ଆଉ ଅଧିକ କିଛି ଚାହଁ, ତେବେ ନାଗରିକମାନଙ୍କ ଦ୍ୱାରା ଆଇନ୍ ଅନୁମୋଦିତ ଏକ ସଭାରେ ତାହାର ନିଷ୍ପତ୍ତି ନିଆଯାଇପାରିବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT39 କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବି ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ। Viz kapitola |