Online Bible

- Reklamy -




ପ୍ରେରିତ 16:32 - ପବିତ୍ର ବାଇବଲ

32 ପାଉଲ ଓ ଶୀଲା ତାକୁ ଓ ତା’ ଘରେ ରହୁଥିବା ସମସ୍ତଙ୍କୁ ପ୍ରଭୁଙ୍କର ବାକ୍ୟ ପ୍ରଗ୍ଭର କଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

32 ପରେ ସେମାନେ ତାଙ୍କୁ ଓ ତାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ଵରଙ୍କ ବାକ୍ୟ କହିଲେ।

Viz kapitola kopírovat

ଓଡିଆ ବାଇବେଲ

32 ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ୱରଙ୍କ ବାକ୍ୟ କହିଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

32 ତା’ପରେ ସେମାନେ ତାଙ୍କୁ ଓ ତାଙ୍କ ଘରେ ଅନ୍ୟ ସମସ୍ତଙ୍କୁ ପ୍ରଭୁଙ୍କ ବାକ୍ୟ କହିଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ବରଙ୍କ ବାକ୍ୟ କହିଲେ।

Viz kapitola kopírovat




ପ୍ରେରିତ 16:32

Následuj nás:

Reklamy


Reklamy