Online Bible

- Reklamy -




୨ ତୀମଥି 1:17 - ପବିତ୍ର ବାଇବଲ

17 ସେ ରୋମକୁ ଯେତେବେଳେ ଆସିଲେ, ମୋତେ ପାଇବା ପର୍ଯ୍ୟନ୍ତ ସେ ଅତି ଯତ୍ନ ସହକାରେ ମୋତେ ଖୋଜି ଥିଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

17 ବରଂ ସେ ରୋମରେ ଥିବା ସମୟରେ ମୋତେ ଯନି ସହକାରେ ଅନ୍ଵେଷଣ କରି ମୋʼ ସହିତ ସାକ୍ଷାତ କଲେ,

Viz kapitola kopírovat

ଓଡିଆ ବାଇବେଲ

17 ବରଂ ସେ ରୋମରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ,

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

17 ରୋମ୍ ନଗରୀରେ ପହଞ୍ôଚବାକ୍ଷଣି ସେ ମୋତେ ଅନ୍ୱେଷଣ କରି ମୋ’ ନିକଟକୁ ଆସିଥିଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ବରଂ ସେ ରୋମ ସହରରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ,

Viz kapitola kopírovat




୨ ତୀମଥି 1:17

Následuj nás:

Reklamy


Reklamy