2 ରାଜାବଳୀ 4:19 - ପବିତ୍ର ବାଇବଲ19 ପିଲାଟି ତା'ର ପିତାଙ୍କୁ କହିଲା, “ଓଃ, ମୋ’ ମୁଣ୍ତ ମୋ’ ମୁଣ୍ତ।” ତା'ର ପିତା ଗୋଟିଏ ଦାସକୁ କହିଲା, “ପିଲାଟିକୁ ତା'ର ମାତାଙ୍କ ନିକଟକୁ ନେଇଯାଅ।” Viz kapitolaପବିତ୍ର ବାଇବଲ (Re-edited) - (BSI)19 ଆଉ ସେ ଆପଣା ପିତାକୁ କହିଲା, ମୋʼ ମୁଣ୍ତ, ମୋʼ ମୁଣ୍ତ। ତହୁଁ ପିତା ଆପଣା ଦାସକୁ କହିଲା, ତାହାର ମାତା କତିକି ତାହାକୁ ଉଠାଇ ନେଇଯାଅ। Viz kapitolaଓଡିଆ ବାଇବେଲ19 ଆଉ ସେ ଆପଣା ପିତାଙ୍କୁ କହିଲା, “ମୋ’ ମସ୍ତକ, ମୋ’ ମସ୍ତକ।” ତହୁଁ ପିତା ଆପଣା ଦାସକୁ କହିଲା, “ତାହାର ମାତା ନିକଟକୁ ତାହାକୁ ଉଠାଇ ନେଇଯାଅ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ଆଉ ସେ ଆପଣା ପିତାଙ୍କୁ କହିଲା, “ମୋʼ ମସ୍ତକ, ମୋʼ ମସ୍ତକ।” ତହୁଁ ପିତା ଆପଣା ଦାସକୁ କହିଲା, “ତାହାର ମାତା ନିକଟକୁ ତାହାକୁ ଉଠାଇ ନେଇଯାଅ।” Viz kapitola |