୨ କରିନ୍ଥୀୟ 8:20 - ପବିତ୍ର ବାଇବଲ20 ଏହି ବହୁ ପରିମାଣର ଧନ ଦାନକୁ ଆମ୍ଭେ ଯେଉଁ ଭାବରେ ନେଉଛୁ, ତା’ ପାଇଁ ଲୋକେ ଯେପରି ଆମ୍ଭର ସମାଲୋଚନା ନ କରିବେ, ଏ ବିଷୟରେ ଆମ୍ଭେ ସାବଧାନ ଅଛୁ। Viz kapitolaପବିତ୍ର ବାଇବଲ (Re-edited) - (BSI)20 ଆମ୍ଭମାନଙ୍କ ଦ୍ଵାରା ସାଧିତ ଏହି ସେବା ସ୍ଵରୂପ ପ୍ରଚୁର ଦାନ ବିଷୟରେ କେହି ଯେପରି ଆମ୍ଭମାନଙ୍କୁ ଦୋଷୀ ନ କରେ, ସେଥିପାଇଁ ସାବଧାନ ହେଉଅଛୁ; Viz kapitolaଓଡିଆ ବାଇବେଲ20 ଆମ୍ଭମାନଙ୍କ ଦ୍ୱାରା ସାଧିତ ଏହି ସେବାସ୍ୱରୂପ ପ୍ରଚୁର ଦାନ ବିଷୟରେ କେହି ଯେପରି ଆମ୍ଭମାନଙ୍କୁ ଦୋଷୀ ନ କରେ, ସେଥିପାଇଁଁ ସାବଧାନ ହେଉଅଛୁ; Viz kapitolaପବିତ୍ର ବାଇବଲ (CL) NT (BSI)20 ଉଦାର ଭାବରେ ଦିଆଯାଉଥିବା ଏହି ଦାନକୁ ଅତି ସତର୍କତାର ସହ ଆମେ ବ୍ୟବହାର କରୁଛୁ, ଯେପରି ଆମ ଉପରେ କେହି ଦୋଷାରୋପ କରି ନ ପାରେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ଆମ୍ଭମାନଙ୍କ ଦ୍ୱାରା ସାଧିତ ଏହି ସେବାସ୍ୱରୂପ ପ୍ରଚୁର ଦାନ ବିଷୟରେ କେହି ଯେପରି ଆମ୍ଭମାନଙ୍କୁ ଦୋଷୀ ନ କରେ, ସେଥିପାଇଁ ସାବଧାନ ହେଉଅଛୁ; Viz kapitola |