୨ କରିନ୍ଥୀୟ 8:15 - ପବିତ୍ର ବାଇବଲ15 ଶାସ୍ତ୍ରରେ ମଧ୍ୟ ଲେଖାଅଛି: “ଯିଏ ଅଧିକ ସଂଗ୍ରହ କଲା ତାହା ପାଖରେ ଅଧିକ ରହିଲା ନାହିଁ, ଓ ଯିଏ ଅଳ୍ପ ସଂଗ୍ରହ କଲା ତାହା ପାଖରେ ଅତି ଅଳ୍ପ ରହିଲା ନାହିଁ।” Viz kapitolaପବିତ୍ର ବାଇବଲ (Re-edited) - (BSI)15 ଯେପରି ଲେଖାଅଛି, “ଯେ ଅଧିକ ସଂଗ୍ରହ କଲା, ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ।” Viz kapitolaଓଡିଆ ବାଇବେଲ15 ଯେପରି ଲେଖା ଅଛି, "ଯେ ଅଧିକ ସଂଗ୍ରହ କଲା,ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ '' । Viz kapitolaପବିତ୍ର ବାଇବଲ (CL) NT (BSI)15 ଧର୍ମଶାସ୍ତ୍ରରେ ଉଲ୍ଲଖ ଅଛି: “ଯେ ବେଶୀ ସଂଗ୍ରହ କଲା, ତା’ର କିଛି ବଳିଲା ନାହିଁ। ଅଳ୍ପ ସଂଗ୍ରହ କଲା, ତା’ର ଅଭାବ ହେଲା ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ଶାସ୍ତ୍ରରେ ଯେପରି ଲେଖାଅଛି, “ଯେ ଅଧିକ ସଂଗ୍ରହ କଲା, ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ।” Viz kapitola |