୨ କରିନ୍ଥୀୟ 10:17 - ପବିତ୍ର ବାଇବଲ17 ଯେପରି ଶାସ୍ତ୍ର କୁହେ: “ଯଦି କିଏ ଗର୍ବ କରିବାକୁ ଇଚ୍ଛା କରେ, ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।” Viz kapitolaପବିତ୍ର ବାଇବଲ (Re-edited) - (BSI)17 କିନ୍ତୁ ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ। Viz kapitolaଓଡିଆ ବାଇବେଲ17 କିନ୍ତୁ ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ । Viz kapitolaପବିତ୍ର ବାଇବଲ (CL) NT (BSI)17 ଧର୍ମଶାସ୍ତ୍ର ଉଲ୍ଲେଖ ଅଛି, “ଯେ ଦର୍ପ କରିବାକୁ ଚାହେଁ, ସେ ପ୍ରଭୁଙ୍କୁ କାର୍ଯ୍ୟ ପାଇଁ ଦର୍ପ କରୁ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 କିନ୍ତୁ ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ। Viz kapitola |