Online Bible

- Reklamy -




2 ବଂଶାବଳୀ 13:2 - ପବିତ୍ର ବାଇବଲ

2 ଅବିୟ ଯିରୁଶାଲମରେ ତିନି ବର୍ଷ ରାଜାରୂପେ ରହିଲେ। ଅବିୟଙ୍କର ମାତା ଥିଲେ ମୀଖାୟା, ସେ ଉରିୟେଲଙ୍କର କନ୍ୟା ଥିଲେ। ଉରିୟେଲ ଗିବିୟା ସହରରୁ ଆସିଥିଲେ। ଅବିୟ ଓ ଯାରବିୟା‌ମଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

2 ସେ ଯିରୂଶାଲମରେ ତିନି ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ମୀଖାୟା, ସେ ଗିବୀୟା ନିବାସୀ ଊରୀୟେଲର କନ୍ୟା ଥିଲେ। ପୁଣି ଅବୀୟ ଓ ଯାରବୀୟାମ୍ ମଧ୍ୟରେ ଯୁଦ୍ଧ ଚାଲିଲା।

Viz kapitola kopírovat

ଓଡିଆ ବାଇବେଲ

2 ସେ ଯିରୂଶାଲମରେ ତିନି ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ମୀଖାୟ, ସେ ଗିବୀୟା ନିବାସୀ ଊରୀୟେଲର କନ୍ୟା ଥିଲେ। ପୁଣି ଅବୀୟ ଓ ଯାରବୀୟାମ୍‍ ମଧ୍ୟରେ ଯୁଦ୍ଧ ଚାଲିଲା।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେ ଯିରୂଶାଲମରେ ତିନି ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ମୀଖାୟ, ସେ ଗିବୀୟା ନିବାସୀ ଊରୀୟେଲର କନ୍ୟା ଥିଲେ। ପୁଣି ଅବୀୟ ଓ ଯାରବୀୟାମ ମଧ୍ୟରେ ଯୁଦ୍ଧ ଚାଲିଲା।

Viz kapitola kopírovat




2 ବଂଶାବଳୀ 13:2

Následuj nás:

Reklamy


Reklamy