୧ ଥେସଲନୀକୀୟ 4:18 - ପବିତ୍ର ବାଇବଲ18 ଏବଂ ଆମ୍ଭେ ପ୍ରଭୁଙ୍କ ସହିତ ସବୁ ଦିନ ପାଇଁ ରହିବୁ। ଅତଏବ ଏହିସବୁ କଥା କହି ପରସ୍ପରକୁ ସାନ୍ତ୍ୱନା ଦିଅ। Viz kapitolaପବିତ୍ର ବାଇବଲ (Re-edited) - (BSI)18 ଅତଏବ, ଏହି ସମସ୍ତ ବାକ୍ୟ ଦ୍ଵାରା ତୁମ୍ଭେମାନେ ପରସ୍ପରକୁ ସାନ୍ତ୍ଵନା ଦିଅ। Viz kapitolaଓଡିଆ ବାଇବେଲ18 ଅତଏବ, ଏହି ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେମାନେ ପରସ୍ପରକୁ ସାନ୍ତ୍ୱନା ଦିଅ । Viz kapitolaପବିତ୍ର ବାଇବଲ (CL) NT (BSI)18 ଏହି ସବୁ କଥା ଶୁଣାଇ ତୁମ୍ଭେମାନେ ପରସ୍ପରକୁ ଉତ୍ସାହିତ କର। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ଅତଏବ, ଏହି ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେମାନେ ପରସ୍ପରକୁ ସାନ୍ତ୍ୱନା ଦିଅ। Viz kapitola |