1 ଶାମୁୟେଲ 14:50 - ପବିତ୍ର ବାଇବଲ50 ଶାଉଲଙ୍କ ସ୍ତ୍ରୀଙ୍କ ନାମ ଅହୀନୋୟମ୍, ସେ ଅହୀମାସର କନ୍ୟା। ଏବଂ ତାଙ୍କ ସେନାପତି ଅବ୍ନର ନରର ପୁତ୍ର ଥିଲେ। ନର ଶାଉଲଙ୍କ କକା ଥିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)50 ଶାଉଲଙ୍କର ଭାର୍ଯ୍ୟାର ନାମ ଅହୀନୋୟମ୍, ସେ ଅହୀମାସର କନ୍ୟା; ପୁଣି ତାଙ୍କର ସେନାପତିର ନାମ ଅବ୍ନର, ସେ ଶାଉଲଙ୍କର ପିତୃବ୍ୟ, ନରର ପୁତ୍ର। Viz kapitolaଓଡିଆ ବାଇବେଲ50 ଶାଉଲଙ୍କର ଭାର୍ଯ୍ୟାର ନାମ ଅହୀନୋୟମ୍, ସେ ଅହୀମାସର କନ୍ୟା; ପୁଣି, ତାଙ୍କର ସେନାପତିର ନାମ ଅବ୍ନର, ସେ ଶାଉଲଙ୍କର ପିତୃବ୍ୟ, ନେର୍ର ପୁତ୍ର। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT50 ଶାଉଲଙ୍କର ଭାର୍ଯ୍ୟାର ନାମ ଅହୀନୋୟମ୍, ସେ ଅହୀମାସର କନ୍ୟା; ପୁଣି, ତାଙ୍କର ସେନାପତିର ନାମ ଅବ୍ନର, ସେ ଶାଉଲଙ୍କର ପିତୃବ୍ୟ, ନେର୍ର ପୁତ୍ର। Viz kapitola |