1 ରାଜାବଳୀ 9:14 - ପବିତ୍ର ବାଇବଲ14 ପୁଣି ହୀରମ୍ 120 ତୋଳା ସୁନା ସଦାପ୍ରଭୁଙ୍କ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ଶଲୋମନଙ୍କ ନିକଟକୁ ପଠାଇ ଥିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)14 ପୁଣି ହୀରମ୍ ଏକ ଶହ କୋଡ଼ିଏ ତାଳ; ସୁନା ରାଜାଙ୍କ ନିକଟକୁ ପଠାଇ ଦେଲା। Viz kapitolaଓଡିଆ ବାଇବେଲ14 ପୁଣି, ହୂରମ୍ ଏକ ଶହ କୋଡ଼ିଏ ତାଳନ୍ତ ସୁନା ରାଜାଙ୍କ ନିକଟକୁ ପଠାଇ ଦେଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ପୁଣି, ହୂରମ୍ ଏକ ଶହ କୋଡ଼ିଏ ତାଳନ୍ତ ସୁନା ରାଜାଙ୍କ ନିକଟକୁ ପଠାଇଦେଲା। Viz kapitola |