Online Bible

- Reklamy -




1 ରାଜାବଳୀ 8:35 - ପବିତ୍ର ବାଇବଲ

35 “ସମୟ ସମୟରେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ହେତୁ ସେମାନଙ୍କର ଭୂମିରେ ବୃଷ୍ଟିପାତ ବନ୍ଦ କରିବ। ତା'ପରେ ସେମାନେ ମନ୍ଦିରରେ ପ୍ରାର୍ଥନା କରିବେ ଓ ତୁମ୍ଭ ନାମର ପ୍ରଶଂସା କରିବେ। ସେମାନେ ସେମାନଙ୍କର ପାପ ସ୍ୱୀକାର କରିବେ ଏବଂ ଏଥିରୁ ଫେରି ଆସିବେ କାରଣ ତୁମ୍ଭେ ସେମାନଙ୍କୁ କଷ୍ଟ ଦେଇଛ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

35 ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଯେବେ ଆକାଶ ରୁଦ୍ଧ ହୋଇ ବୃଷ୍ଟି ନ ହୁଏ, ତେବେ ତୁମ୍ଭେ ସେମାନଙ୍କୁ କ୍ଳେଶ ଦେବା ବେଳେ ଯେବେ ସେମାନେ ଏହି ସ୍ଥାନ ଅଭିମୁଖରେ ପ୍ରାର୍ଥନା କରନ୍ତି ଓ ତୁମ୍ଭ ନାମ ସ୍ଵୀକାର କରି ଆପଣା ଆପଣା ପାପରୁ ଫେରନ୍ତି,

Viz kapitola kopírovat

ଓଡିଆ ବାଇବେଲ

35 ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଯେବେ ଆକାଶ ରୁଦ୍ଧ ହୋଇବୃଷ୍ଟି ନ ହୁଏ, ତେବେ, ତୁମ୍ଭେ ସେମାନଙ୍କୁ କ୍ଳେଶ ଦେବା ବେଳେ ଯେବେ ସେମାନେ ଏହି ସ୍ଥାନ ଅଭିମୁଖରେ ପ୍ରାର୍ଥନା କରନ୍ତି ଓ ତୁମ୍ଭ ନାମ ସ୍ୱୀକାର କରି ଆପଣା ଆପଣା ପାପରୁ ଫେରନ୍ତି,

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

35 ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଯେବେ ଆକାଶ ରୁଦ୍ଧ ହୋଇ ବୃଷ୍ଟି ନ ହୁଏ, ତେବେ, ତୁମ୍ଭେ ସେମାନଙ୍କୁ କ୍ଳେଶ ଦେବା ବେଳେ ଯେବେ ସେମାନେ ଏହି ସ୍ଥାନ ଅଭିମୁଖରେ ପ୍ରାର୍ଥନା କରନ୍ତି ଓ ତୁମ୍ଭ ନାମ ସ୍ୱୀକାର କରି ଆପଣା ଆପଣା ପାପରୁ ଫେରନ୍ତି,

Viz kapitola kopírovat




1 ରାଜାବଳୀ 8:35

Následuj nás:

Reklamy


Reklamy