1 ରାଜାବଳୀ 11:22 - ପବିତ୍ର ବାଇବଲ22 କିନ୍ତୁ ଫାରୋ କହିଲେ, “ମୁଁ ଏଠାରେ ତୁମ୍ଭର ଗ୍ଭହିଁବା ଅନୁସାରେ ସମସ୍ତ ଦେଇଛି। ତୁମ୍ଭର କ’ଣ ଅଭାବ ହେଲା ଯେ ତୁମ୍ଭେ ସ୍ୱଦେଶକୁ ଯିବାକୁ ଗ୍ଭହୁଁଛ?” ହଦଦ୍ ଉତ୍ତର କଲେ, “ଦୟାକରି ମୋତେ ସ୍ୱଦେଶକୁ ଯିବାକୁ ଦିଅନ୍ତୁ।” Viz kapitolaପବିତ୍ର ବାଇବଲ (Re-edited) - (BSI)22 ତହିଁରେ ଫାରୋ ତାହାକୁ କହିଲା, ମାତ୍ର ମୋʼ ସଙ୍ଗେ ଥାଇ ତୁମ୍ଭର କି ଅଭାବ ହେଲା ଯେ, ଦେଖ, ତୁମ୍ଭେ ସ୍ଵଦେଶକୁ ଯିବା ପାଇଁ ବାଞ୍ଛା କରୁଅଛ? ଏଥିରେ ସେ ଉତ୍ତର କଲା, କିଛି ନାହିଁ; ତଥାପି କୌଣସିମତେ ପ୍ରସ୍ଥାନ କରିବା ପାଇଁ ମୋତେ ଅନୁମତି ଦେଉନ୍ତୁ। Viz kapitolaଓଡିଆ ବାଇବେଲ22 ତହିଁରେ ଫାରୋ ତାହାକୁ କହିଲା, “ମାତ୍ର ମୋ’ ସଙ୍ଗେ ଥାଇ ତୁମ୍ଭର କି ଅଭାବ ହେଲା ଯେ, ଦେଖ, ତୁମ୍ଭେ ସ୍ୱଦେଶକୁ ଯିବା ପାଇଁ ବାଞ୍ଛା କରୁଅଛ ?” ଏଥିରେ ସେ ଉତ୍ତର କଲା, “କିଛି ନାହିଁ; ତଥାପି କୌଣସିମତେ ପ୍ରସ୍ଥାନ କରିବା ପାଇଁ ମୋତେ ଅନୁମତି ଦେଉନ୍ତୁ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT22 ତହିଁରେ ଫାରୋ ତାହାକୁ କହିଲା, “ମାତ୍ର ମୋʼ ସଙ୍ଗେ ଥାଇ ତୁମ୍ଭର କି ଅଭାବ ହେଲା ଯେ, ଦେଖ, ତୁମ୍ଭେ ସ୍ୱଦେଶକୁ ଯିବା ପାଇଁ ବାଞ୍ଛା କରୁଅଛ?” ଏଥିରେ ସେ ଉତ୍ତର କଲା, “କିଛି ନାହିଁ; ତଥାପି କୌଣସିମତେ ପ୍ରସ୍ଥାନ କରିବା ପାଇଁ ମୋତେ ଅନୁମତି ଦେଉନ୍ତୁ।” Viz kapitola |