୧ କରିନ୍ଥୀୟ 9:19 - ପବିତ୍ର ବାଇବଲ19 ମୁଁ ସ୍ୱାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ଯଦ୍ଦ୍ୱାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି। Viz kapitolaପବିତ୍ର ବାଇବଲ (Re-edited) - (BSI)19 କାରଣ ଯେପରି ମୁଁ ଅଧିକ ସଂଖ୍ୟକ ଲୋକ ଲାଭ କରି ପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି। Viz kapitolaଓଡିଆ ବାଇବେଲ19 କାରଣ ଯେପରି ମୁଁ ଅଧିକସଂଖ୍ୟକ ଲୋକ ଲାଭ କରି ପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି । Viz kapitolaପବିତ୍ର ବାଇବଲ (CL) NT (BSI)19 ମୁଁ ଜଣେ ସ୍ୱାଧୀନ ବ୍ୟକ୍ତି, କାହାରି କ୍ରୀତଦାସ ନୁହେଁ, ତଥାପି ଅନେକଙ୍କୁ ଲାଭ କରିବା ପାଇଁ ମୁଁ ସମସ୍ତଙ୍କର ଦାସ ହୋଇଅଛି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 କାରଣ ଯେପରି ମୁଁ ଅଧିକ ସଂଖ୍ୟକ ଲୋକ ଲାଭ କରିପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି। Viz kapitola |