୧ କରିନ୍ଥୀୟ 3:14 - ପବିତ୍ର ବାଇବଲ14 ଯଦି ସେ ମୂଳଦୁଆ ଉପରେ ନିର୍ମିତ ଲୋକର ଗୃହ ଠିଆ ହୋଇ ରହିଥିବ। ତା'ହେଲେ ସେ ଲୋକ ତା'ର ପୁରସ୍କାର ପାଇବ। Viz kapitolaପବିତ୍ର ବାଇବଲ (Re-edited) - (BSI)14 ଯେ ଯାହା ନିର୍ମାଣ କରିଅଛି, ତାʼର ସେହି କର୍ମ ଯଦି ରହିବ, ତେବେ ସେ ପୁରସ୍କାର ପାଇବ; Viz kapitolaଓଡିଆ ବାଇବେଲ14 ଯେ ଯାହା ନିର୍ମାଣ କରିଅଛି, ତା'ର ସେହି କର୍ମ ଯଦି ରହିବ, ତେବେ ସେ ପୁରସ୍କାର ପାଇବ; Viz kapitolaପବିତ୍ର ବାଇବଲ (CL) NT (BSI)14 ମୂଳଦୁଆ ଉପରେ ଯାହାର ନିର୍ମାଣ କାର୍ଯ୍ୟ ଅଗ୍ନି ପରୀକ୍ଷାରେ ଅକ୍ଷୁଣ୍ଣ ହୋଇ ରହିବ, ସେ ପୁରସ୍କୃତ ହେବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ଯେ ଯାହା ନିର୍ମାଣ କରିଅଛି, ତାହାର ସେହି କର୍ମ ଯଦି ରହିବ, ତେବେ ସେ ପୁରସ୍କାର ପାଇବ; Viz kapitola |