୧ କରିନ୍ଥୀୟ 15:36 - ପବିତ୍ର ବାଇବଲ36 ସେମାନେ କେଉଁ ଭଳି ଦେହ ଧାରଣ କରିବେ?” ଏଗୁଡ଼ିକ ହେଉଛି ନିର୍ବୋଧ ପ୍ରଶ୍ନ। ପୃଥିବୀରେ ପୋତା ଯାଇଥିବା ବୀଜଟି ନିଜେ ନ ମରିବା ପର୍ଯ୍ୟନ୍ତ ସଜୀବ ହୁଏ ନାହିଁ। Viz kapitolaପବିତ୍ର ବାଇବଲ (Re-edited) - (BSI)36 ହେ ନିର୍ବୋଧ, ତୁମ୍ଭେ ନିଜେ ଯାହା ବୁଣ, ତାହା ନ ମଲେ ସଜୀବ ହୁଏ ନାହିଁ, Viz kapitolaଓଡିଆ ବାଇବେଲ36 ହେ ନିର୍ବୋଧ, ତୁମ୍ଭେ ନିଜେ ଯାହା ବୁଣ, ତାହା ନ ମଲେ ସଜୀବ ହୁଏ ନାହିଁ, Viz kapitolaପବିତ୍ର ବାଇବଲ (CL) NT (BSI)36 ତୁମ୍ଭେମାନେ କେଡ଼େ ନିର୍ବୋଧ। ଏତିକି କଅଣ ଜାଣ ନାହିଁ - ଯେଉଁ ବୀଜ ବୁଣାଯାଏ, ତାହା ନ ମଲେ ଅଙ୍କୁରିତ ହୁଏ ନାହିଁ? ଯେଉଁ ଗଛଟି ଉତ୍ପନ୍ନ ହୁଏ, ତୁମେ ତାକୁ ବୁଣି ନ ଥାଅ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT36 ହେ ନିର୍ବୋଧ, ତୁମ୍ଭେ ନିଜେ ଯାହା ବୁଣ, ତାହା ନ ମଲେ ସଜୀବ ହୁଏ ନାହିଁ, Viz kapitola |