Online Bible

- Reklamy -




୧ କରିନ୍ଥୀୟ 14:22 - ପବିତ୍ର ବାଇବଲ

22 ଏଣୁ ବିଭିନ୍ନ ଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ପାଇଁ ଚିହ୍ନ ସ୍ୱରୂପେ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପେ, ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

22 ଏଣୁ ପରଭାଷାରେ କଥା କହିବା ବିଶ୍ଵାସୀମାନଙ୍କ ନିମନ୍ତେ ଚିହ୍ନ ସ୍ଵରୂପ ନୁହେଁ, ମାତ୍ର ଅବିଶ୍ଵାସୀମାନଙ୍କ ନିମନ୍ତେ ଚିହ୍ନ ସ୍ଵରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ଵାସୀ-ମାନଙ୍କ ନିମନ୍ତେ ଚିହ୍ନ ସ୍ଵରୂପ ନୁହେଁ, ମାତ୍ର ବିଶ୍ଵାସୀମାନଙ୍କ ନିମନ୍ତେ ଚିହ୍ନ ସ୍ଵରୂପ।

Viz kapitola kopírovat

ଓଡିଆ ବାଇବେଲ

22 ଏଣୁ ପରଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

22 ସୁତରାଂ ଅଲୌକିକ ଭାଷା କହିବା ଶକ୍ତି ବିଶ୍ୱାସୀମାନଙ୍କ ପାଇଁ କୌଣସି ବିଷୟର ନିଦର୍ଶନ ସ୍ୱରୂପ ନୁହେଁ। ତାହା କେବଳ ଅବିଶ୍ୱାସୀମାନଙ୍କ ନିକଟରେ ଐଶ୍ୱରିକ ଶକ୍ତିର ନଦର୍ଶନ। ଅନ୍ୟ ପକ୍ଷରେ, ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ଶକ୍ତି ଅବିଶ୍ୱାସୀମାନଙ୍କ ପାଇଁ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ପାଇଁ ଐଶ୍ୱରିକ ନିଦର୍ଶନ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏଣୁ ପରଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ।

Viz kapitola kopírovat




୧ କରିନ୍ଥୀୟ 14:22

Následuj nás:

Reklamy


Reklamy