୧ କରିନ୍ଥୀୟ 12:30 - ପବିତ୍ର ବାଇବଲ30 ସମସ୍ତେ କ’ଣ ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କ’ଣ ବିଭିନ୍ନ ଭାଷା କହନ୍ତି? ସମସ୍ତେ କ’ଣ ଏହି ଭାଷାଗୁଡ଼ିକର ଅର୍ଥ କରି ପାରନ୍ତି କି? Viz kapitolaପବିତ୍ର ବାଇବଲ (Re-edited) - (BSI)30 ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କି ପରଭାଷାରେ କଥା କହନ୍ତି? ସମସ୍ତେ କି ଭାଷାର ଅର୍ଥ କରନ୍ତି? Viz kapitolaଓଡିଆ ବାଇବେଲ30 ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି ? ସମସ୍ତେ କି ପରଭାଷାରେ କଥା କହନ୍ତି ? ସମସ୍ତେ କି ଭାଷାର ଅର୍ଥ କରନ୍ତି ? Viz kapitolaପବିତ୍ର ବାଇବଲ (CL) NT (BSI)30 ସମସ୍ତେ ରୋଗ ସୁସ୍ଥ କରିବାକୁ, ବିଭିନ୍ନ ଭାଷାରେ କଥା କହବାକୁ ଏବଂ ସେ ସବୁର ଅର୍ଥ ବୁଝାଇବାକୁ ପାରିବେ ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT30 ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କି ପରଭାଷାରେ କଥା କହନ୍ତି? ସମସ୍ତେ କି ଭାଷାର ଅର୍ଥ କରନ୍ତି? Viz kapitola |