୧ କରିନ୍ଥୀୟ 12:29 - ପବିତ୍ର ବାଇବଲ29 ସମସ୍ତ ଲୋକ କ’ଣ ପ୍ରେରିତ? ସମସ୍ତ ଲୋକ କ’ଣ ଭବିଷ୍ୟଦ୍ବକ୍ତା? ସମସ୍ତେ କ’ଣ ଶିକ୍ଷକ? ସମସ୍ତେ କ’ଣ ଆଶ୍ଚର୍ଯ୍ୟକାର୍ଯ୍ୟ କରୁଥିବା ଲୋକ? Viz kapitolaପବିତ୍ର ବାଇବଲ (Re-edited) - (BSI)29 ସମସ୍ତେ କି ପ୍ରେରିତ? ସମସ୍ତେ କି ଭାବବାଦୀ? ସମସ୍ତେ କି ଶିକ୍ଷକ? ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ? Viz kapitolaଓଡିଆ ବାଇବେଲ29 ସମସ୍ତେ କି ପ୍ରେରିତ ? ସମସ୍ତେ କି ଭାବବାଦୀ ? ସମସ୍ତେ କି ଶିକ୍ଷକ ? ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ ? Viz kapitolaପବିତ୍ର ବାଇବଲ (CL) NT (BSI)29 ସେମାନେ ସମସ୍ତେ ପ୍ରେରିତ ଶିଷ୍ୟ, ଭବିଷ୍ୟତ୍ବକ୍ତା କିମ୍ବା ଶିକ୍ଷକ ନୁହଁନ୍ତି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ସମସ୍ତେ କି ପ୍ରେରିତ? ସମସ୍ତେ କି ଭାବବାଦୀ? ସମସ୍ତେ କି ଶିକ୍ଷକ? ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ? Viz kapitola |