୧ କରିନ୍ଥୀୟ 10:29 - ପବିତ୍ର ବାଇବଲ29 ତୁମ୍ଭେମାନେ ଏହାକୁ ଭୁଲ୍ ବିବେଚନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବେଚନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହେତୁ ମୋ’ ନିଜର ସ୍ୱାଧୀନତାରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ। Viz kapitolaପବିତ୍ର ବାଇବଲ (Re-edited) - (BSI)29 ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁ ନାହିଁ, ମାତ୍ର ତାʼର ବିବେକ ସକାଶେ। ମୋହର ସ୍ଵାଧୀନତା କାହିଁକି ଅନ୍ୟର ବିବେକ ଦ୍ଵାରା ବିଚାରିତ ହୁଏ? Viz kapitolaଓଡିଆ ବାଇବେଲ29 ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁ ନାହିଁ, ମାତ୍ର ତା'ର ବିବେକ ସକାଶେ । ମୋହର ସ୍ୱାଧୀନତା କାହିଁକି ଅନ୍ୟର ବିବେକ ଦ୍ୱାରା ବିଚାରିତ ହୁଏ ? Viz kapitolaପବିତ୍ର ବାଇବଲ (CL) NT (BSI)29 ଏଠାରେ ତୁମ୍ଭର ବିବେକ କଥା ମୁଁ କହୁ ନାହିଁ - ତାହାର ବିବେକ ପାଇଁ ଏ କଥା କହୁଛି। ତୁମ୍ଭେମାନେ ହୁଏତ ପ୍ରଶ୍ନ କରିପାର, “ଆମ ସ୍ୱାଧୀନତା ଉପରେ ଅନ୍ୟର ବିବେକ କାହିଁକି ହସ୍ତକ୍ଷେପ କରିବ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁ ନାହିଁ, ମାତ୍ର ତାହାର ବିବେକ ସକାଶେ। ମୋହର ସ୍ୱାଧୀନତା କାହିଁକି ଅନ୍ୟର ବିବେକ ଦ୍ୱାରା ବିଚାରିତ ହୁଏ? Viz kapitola |