୧ କରିନ୍ଥୀୟ 10:22 - ପବିତ୍ର ବାଇବଲ22 ଆମ୍ଭେ କ’ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ? ଆମ୍ଭେ କ’ଣ ତାହାଙ୍କଠାରୁ ଅଧିକ ବଳବାନ? ନା! Viz kapitolaପବିତ୍ର ବାଇବଲ (Re-edited) - (BSI)22 ଅଥବା ଆମ୍ଭେମାନେ କଅଣ ପ୍ରଭୁଙ୍କ ବିରକ୍ତି ଜନ୍ମାଇବା? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ? Viz kapitolaଓଡିଆ ବାଇବେଲ22 ଅଥବା ଆମ୍ଭେମାନେ କ'ଣ ପ୍ରଭୁଙ୍କୁ ବିରକ୍ତି ଜନ୍ମାଇବା ? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ ? Viz kapitolaପବିତ୍ର ବାଇବଲ (CL) NT (BSI)22 ଆମେ କ’ଣ ପ୍ରଭୁଙ୍କ ମନରେ ଈର୍ଷା ଜନ୍ମାଇବା? ଆମେ କ’ଣ ଈଶ୍ୱରଙ୍କଠାରୁ ଅଧିଖ ଶକ୍ତିଶାଳୀ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT22 ଅଥବା ଆମ୍ଭେମାନେ କଅଣ ପ୍ରଭୁଙ୍କୁ ବିରକ୍ତି ଜନ୍ମାଇବା? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ? Viz kapitola |