୧ କରିନ୍ଥୀୟ 10:15 - ପବିତ୍ର ବାଇବଲ15 ତୁମ୍ଭେମାନେ ବୁଦ୍ଧିମାନ, ତେଣୁ ମୁଁ ଏହା କହୁଛି। ମୁଁ ଯାହା କହୁଛି, ତୁମ୍ଭେମାନେ ନିଜେ ପରୀକ୍ଷା କରି ଦେଖ। Viz kapitolaପବିତ୍ର ବାଇବଲ (Re-edited) - (BSI)15 ମୁଁ ବୁଦ୍ଧିମାନ ଲୋକଙ୍କୁ କହିଲା ପରି କହୁଅଛି; ମୁଁ ଯାହା କହୁଅଛି, ତାହା ତୁମ୍ଭେମାନେ ନିଜେ ବିଚାର କର। Viz kapitolaଓଡିଆ ବାଇବେଲ15 ମୁଁ ବୁଦ୍ଧିମାନ ଲୋକଙ୍କୁ କହିଲା ପରି କହୁଅଛି; ମୁଁ ଯାହା କହୁଅଛି, ତାହା ତୁମ୍ଭେମାନେ ନିଜେ ବିଚାର କର । Viz kapitolaପବିତ୍ର ବାଇବଲ (CL) NT (BSI)15 ତୁମ୍ଭମାନଙ୍କୁ ବୁଦ୍ଧିମାନ ମନେକରି ମୁଁ ଏହା କହୁଛି, ମୁଁ ଯାହା କହୁଛି, ତାହା ବିବେଚନା କର। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ମୁଁ ବୁଦ୍ଧିମାନ ଲୋକଙ୍କୁ କହିଲା ପରି କହୁଅଛି; ମୁଁ ଯାହା କହୁଅଛି, ତାହା ତୁମ୍ଭେମାନେ ନିଜେ ବିଚାର କର। Viz kapitola |