୧ କରିନ୍ଥୀୟ 10:10 - ପବିତ୍ର ବାଇବଲ10 ସେମାନଙ୍କ ଭିତରୁ କେତେକଙ୍କ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ୱର୍ଗଦୂତ) ଙ୍କ ହାତରେ ମଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)10 ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ଵାରା ବିନଷ୍ଟ ହେଲେ , ସେପରି ତୁମ୍ଭେମାନେ ବଚସା କର ନାହିଁ। Viz kapitolaଓଡିଆ ବାଇବେଲ10 ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ । Viz kapitolaପବିତ୍ର ବାଇବଲ (CL) NT (BSI)10 ସେମାନଙ୍କ ମଧ୍ୟରୁ କେହି କେହି ଈଶ୍ୱରଙ୍କ ବିରୁଦ୍ଧରେ ବିକ୍ଷୋଭ କରି ସଂହାରକ ଦୂତ ଦ୍ୱାରା ଧ୍ୱଂସ ପାଇଥିଲେ। ତୁମ୍ଭେମାନେ ସେପରି ବିକ୍ଷୋଭ କର ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ। Viz kapitola |