1 ବଂଶାବଳୀ 6:27 - ପବିତ୍ର ବାଇବଲ27 ଇଲୀୟାବ୍ ନହାତଙ୍କ ପୁତ୍ର ଥିଲେ। ଯିରୋହମ୍ ଇଲିୟାବ୍ଙ୍କ ପୁତ୍ର ଥିଲେ। ଇଲ୍କାନା ଯିରୋହମ୍ଙ୍କ ପୁତ୍ର ଥିଲେ। ଶାମୁୟେଲ ଇଲ୍କାନାଙ୍କ ପୁତ୍ର ଥିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)27 ତାହାର ପୁତ୍ର ଇଲୀୟାବ୍, ତାହାର ପୁତ୍ର ଯିରୋହମ୍, ତାହାର ପୁତ୍ର ଇଲ୍କାନା। Viz kapitolaଓଡିଆ ବାଇବେଲ27 ତାହାର ପୁତ୍ର ଇଲୀୟାବ୍, ତାହାର ପୁତ୍ର ଯିରୋହମ୍, ତାହାର ପୁତ୍ର ଇଲ୍କାନା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ତାହାର ପୁତ୍ର ଇଲୀୟାବ୍, ତାହାର ପୁତ୍ର ଯିରୋହମ, ତାହାର ପୁତ୍ର ଇଲ୍କାନା। Viz kapitola |