1 ବଂଶାବଳୀ 4:17 - ପବିତ୍ର ବାଇବଲ17-18 ଏଜ୍ରାଙ୍କର ପୁତ୍ରମାନେ ଥିଲେ ଯେଥର, ମେରଦ, ଏଫର ଓ ଯାଲୋନ୍। ମେରଦଙ୍କର ବିଥୀୟା ନାମ୍ନୀ ଜଣେ ମିଶରୀୟା ସ୍ତ୍ରୀ ଥିଲେ। ସେ ଗର୍ଭଧାରଣ କଲେ ଏବଂ ମରିୟମ, ଶମ୍ମୟ ଓ ଇଷ୍ଟିମୋୟଙ୍କର ପିତା ଯିଶ୍ବହଙ୍କୁ ଜନ୍ମ ଦେଲେ ଏବଂ ତାଙ୍କର ଯିହୁଦୀୟ ପତ୍ନୀ ଯେରଦ୍ ହେବର ଓ ଯିକୂଥୀୟେଲଙ୍କୁ ଜନ୍ମ ଦେଲେ। ଯେରଦ୍ ଗେଦାରଙ୍କ ପିତା ଥିଲେ। ହେବର୍ ସୋଖଙ୍କର ପିତା ଥିଲେ ଏବଂ ଯିକୂଥୀୟେଲ ଯିନୋହଙ୍କର ପିତା ଥିଲେ। ଏହିସବୁ ପୁତ୍ର ବିଥୀୟାଙ୍କର ଥିଲେ। ବିଥୀୟା ଫାରୋଙ୍କର କନ୍ୟା ଥିଲେ। ସେ ମେରଦଙ୍କର ମିଶରୀୟା ପତ୍ନୀ ଥିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)17 ଆଉ, ଏଜ୍ରାର ପୁତ୍ରଗଣ; ଯେଥର୍ ଓ ମେରଦ୍ ଓ ଏଫର୍ ଓ ଯାଲୋନ୍; (ମେରଦ୍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍ବହକୁ ପ୍ରସବ କଲା। Viz kapitolaଓଡିଆ ବାଇବେଲ17 ଆଉ, ଏଜ୍ରାର ପୁତ୍ରଗଣ; ଯେଥର, ମେରଦ୍, ଏଫର ଓ ଯାଲୋନ୍ (ମେରଦ୍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍ବହକୁ ପ୍ରସବ କଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ଆଉ, ଏଜ୍ରାର ପୁତ୍ରଗଣ; ଯେଥର, ମେରଦ୍, ଏଫର ଓ ଯାଲୋନ୍ (ମେରଦ୍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍ବହକୁ ପ୍ରସବ କଲା। Viz kapitola |