1 ବଂଶାବଳୀ 26:17 - ପବିତ୍ର ବାଇବଲ17 ଛଅଜଣ ଲେବୀୟ ପ୍ରତିଦିନ ରକ୍ଷକମାନେ ପୂର୍ବ ଫାଟକରେ ଛିଡ଼ା ହେଲେ। ଗ୍ଭରିଜଣ ଲେବୀୟ ଉତ୍ତର ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ। ଗ୍ଭରିଜଣ ଲେବୀୟ ଦକ୍ଷିଣ ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ ଏବଂ ଦୁଇ ଜଣ ଲେବୀୟ ଭଣ୍ଡାରଗୃହର ପ୍ରତ୍ୟେକ ଦ୍ୱାରରେ ଛିଡ଼ା ହେଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)17 ପୂର୍ବଦିଗରେ ଛଅ ଜଣ ଲେବୀୟ, ଉତ୍ତରଦିଗରେ ଦିନରେ ଚାରି ଜଣ, ଦକ୍ଷିଣଦିଗରେ ଦିନରେ ଚାରି ଜଣ ଓ ଭଣ୍ତାରଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ। Viz kapitolaଓଡିଆ ବାଇବେଲ17 ପୂର୍ବ ଦିଗରେ ଛଅ ଜଣ ଲେବୀୟ, ଉତ୍ତର ଦିଗରେ ଦିନରେ ଚାରି ଜଣ, ଦକ୍ଷିଣ ଦିଗରେ ଦିନରେ ଚାରି ଜଣ ଓ ଭଣ୍ଡାର ଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ପୂର୍ବ ଦିଗରେ ଛଅ ଜଣ ଲେବୀୟ, ଉତ୍ତର ଦିଗରେ ଦିନରେ ଚାରି ଜଣ, ଦକ୍ଷିଣ ଦିଗରେ ଦିନରେ ଚାରି ଜଣ ଓ ଭଣ୍ଡାର ଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ। Viz kapitola |