Online Bible

- Reklamy -




1 ବଂଶାବଳୀ 1:29 - ପବିତ୍ର ବାଇବଲ

29 ସେମାନଙ୍କର ବଂଶଧରଗଣ ଏହିପରି ଥିଲେ: ଇ‌ଶ୍‌ମାୟେଲର ପ୍ରଥମ ପୁତ୍ର ଥିଲେ ନାବାୟୋତ୍। ଇ‌ଶ୍‌ମାୟେଲଙ୍କର ଅନ୍ୟ ପୁତ୍ରମାନେ ଥିଲେ: କେଦାର, ଅ‌ଦ୍‌ବେଲ୍, ମି‌ବ୍‌ସମ୍,

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

29 ଏମାନଙ୍କର ବଂଶାବଳୀ ଏହି; ଇଶ୍ମାଏଲର ପ୍ରଥମଜାତ ନବାୟୋତ୍; ତହିଁ ଉତ୍ତାରେ କେଦାର ଓ ଅଦ୍ବେଲ୍ ଓ ମିବ୍ସମ୍, ମିଶ୍ମ ଓ ଦୁମା, ମସା;

Viz kapitola kopírovat

ଓଡିଆ ବାଇବେଲ

29 ଏମାନଙ୍କର ବଂଶାବଳୀ ଏହି; ଇଶ୍ମାୟେଲର ପ୍ରଥମ ଜାତ ନବାୟୋତ୍‍; ତହିଁ ଉତ୍ତାରେ କେଦାର, ଅଦ୍‍ବେଲ, ମିବ୍‍ସମ୍‍, ମିଶ୍‍ମା ଓ ଦୂମା, ମସା;

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ଏମାନଙ୍କର ବଂଶାବଳୀ ଏହି; ଇଶ୍ମାୟେଲର ପ୍ରଥମଜାତ ନବାୟୋତ୍‍; ତହିଁ ଉତ୍ତାରେ କେଦାର, ଅଦ୍‍ବେଲ, ମିବ୍‍ସମ୍‍, ମିଶ୍ମା ଓ ଦୂମା, ମସା;

Viz kapitola kopírovat




1 ବଂଶାବଳୀ 1:29

Následuj nás:

Reklamy


Reklamy