ରୋମୀୟ 4:23 - ପବିତ୍ର ବାଇବଲ (CL) NT (BSI)23 “ଧାର୍ମିକରୂପେ ଗୃହୀତ ହେବା” ଶାସ୍ତ୍ର କଥା କେବଳ ଅବ୍ରାହମଙ୍କ ପ୍ରତି ଯେ ପ୍ରଯୁଜ୍ୟ, ତା’ ନୁହେଁ। Viz kapitolaପବିତ୍ର ବାଇବଲ (Re-edited) - (BSI)23 ତାଙ୍କ ପକ୍ଷରେ ଯେ ଗଣିତ ହେଲା, ଏହା କେବଳ ତାଙ୍କ ନିମନ୍ତେ ଲିଖିତ ହୋଇ ନାହିଁ, Viz kapitolaଓଡିଆ ବାଇବେଲ23 ତାଙ୍କ ପକ୍ଷରେ ଯେ ଗଣିତ ହେଲା, ଏହା କେବଳ ତାଙ୍କ ନିମନ୍ତେ ଲିଖିତ ହୋଇ ନାହିଁ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ତାହାଙ୍କ ପକ୍ଷରେ ଯେ ଗଣିତ ହେଲା, ଏହା କେବଳ ତାହାଙ୍କ ନିମନ୍ତେ ଲିଖିତ ହୋଇ ନାହିଁ, Viz kapitolaପବିତ୍ର ବାଇବଲ23 ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସ ଗ୍ରହଣ କଲେ, ଏହି ବାକ୍ୟଗୁଡ଼ିକ କେବଳ ଅବ୍ରହାମଙ୍କ ପାଇଁ ଲେଖା ଯାଇ ନ ଥିଲା। Viz kapitola |