ମାର୍କ 9:35 - ପବିତ୍ର ବାଇବଲ (CL) NT (BSI)35 ଯୀଶୁ ବସି ତାଙ୍କ ବାର ଜଣ ଶିଷ୍ୟଙ୍କୁ ପାଖକୁ ଡ଼ାକି ସେମାନଙ୍କୁ କହିଲେ, “ଯେ ପ୍ରଥମ ସ୍ଥାନ ଚାହେଁ, ସେ ପଛରେ ରହୁ ଏବଂ ସମସ୍ତଙ୍କର ସେବକ ହେଉ।” Viz kapitolaପବିତ୍ର ବାଇବଲ (Re-edited) - (BSI)35 ସେଥିରେ ଯୀଶୁ ଉପବେଶନ କରି ଦ୍ଵାଦଶଙ୍କୁ ଆହ୍ଵାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେଣସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ। Viz kapitolaଓଡିଆ ବାଇବେଲ35 ସେଥିରେ ଯୀଶୁ ଉପବେଶ ନ କରିବାର ଜଣଙ୍କୁ ଆହ୍ୱାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେ ସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 ସେଥିରେ ଯୀଶୁ ଉପବେଶନ କରି ଦ୍ୱାଦଶ ଶିଷ୍ୟମାନଙ୍କୁ ଆହ୍ୱାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେ ସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ। Viz kapitolaପବିତ୍ର ବାଇବଲ35 ଯୀଶୁ ବସିପଡ଼ିଲେ ଓ ବାରଜଣ ପ୍ରେରିତଙ୍କୁ ପାଖକୁ ଡାକିଲେ। ଯୀଶୁ କହିଲେ, “ଯଦି କେହି ସବୁଠାରୁ ବଡ଼ ହେବାକୁ ଗ୍ଭହେଁ ତେବେ ସେ ଅନ୍ୟ ସମସ୍ତଙ୍କୁ ତା’ ନିଜ ଅପେକ୍ଷା ବଡ଼ ମନେ କରୁ ଓ ସମସ୍ତଙ୍କର ସେବା କରୁ।” Viz kapitola |