ମାର୍କ 7:29 - ପବିତ୍ର ବାଇବଲ (CL) NT (BSI)29 ଯୀଶୁ ତାକୁ କହିଲେ, “ଠିକ୍ କଥା, ବର୍ତ୍ତମାନ ଘରକୁ ଫେରିଯାଇ ଦେଖ, ତୁମ ଝିଅଠାରୁ ଭୂତ ଛାଡ଼ି ଯାଇଛି।” Viz kapitolaପବିତ୍ର ବାଇବଲ (Re-edited) - (BSI)29 ସେଥିରେ ଯୀଶୁ ତାହାକୁ କହିଲେ, ଏହି କଥା ନିମନ୍ତେ ଯାଅ, ତୁମ୍ଭ ଝିଅଠାରୁ ଭୂତ ବାହାରିଗଲାଣି। Viz kapitolaଓଡିଆ ବାଇବେଲ29 ସେଥିରେ ଯୀଶୁ ତାହାକୁ କହିଲେ, ଏହି କଥା ନିମନ୍ତେ ଯାଅ, ତୁମ୍ଭ ଝିଅଠାରୁ ଭୂତ ବାହାରିଗଲାଣି । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ସେଥିରେ ଯୀଶୁ ତାହାକୁ କହିଲେ, “ଏହି କଥା ନିମନ୍ତେ ଯାଅ, ତୁମ୍ଭ ଝିଅଠାରୁ ଭୂତ ବାହାରିଗଲାଣି।” Viz kapitolaପବିତ୍ର ବାଇବଲ29 ତା'ପରେ ଯୀଶୁ ସେହି ସ୍ତ୍ରୀଲୋକଟିକୁ କହିଲେ, “ଏହା ହିଁ ଉପଯୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡ଼ି ଗ୍ଭଲି ଗଲାଣି।” Viz kapitola |