ମାର୍କ 4:39 - ପବିତ୍ର ବାଇବଲ (CL) NT (BSI)39 ଯୀଶୁ ଠିଆ ହୋଇ ପବନକୁ ଧମକ ଦେଇ କହିଲେ, “ଶାନ୍ତ ହୁଅ,” ଏବଂ ଢ଼େଉକୁ କହିଲେ, “ସୁସ୍ଥିର ହୁଅ”। ହଠାତ୍ ପବନ ଥମିଗଲା ଏବଂ ସବୁ ସୁସ୍ଥିର ହେଲା। Viz kapitolaପବିତ୍ର ବାଇବଲ (Re-edited) - (BSI)39 ଏଥିରେ ଯୀଶୁ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁନି ହ, ଚୁପ୍ କର୍। ସେଥିରେ ପବନ ବନ୍ଦ ହେଲା ଓ ସବୁ ଧୀରସ୍ଥିର ହେଲା। Viz kapitolaଓଡିଆ ବାଇବେଲ39 ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁନି ହ, ଚୁପ୍ କର୍ । ସେଥିରେ ପବନ ବନ୍ଦ ହେଲା ଓ ସବୁ ଧିରସ୍ଥିର ହେଲା । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT39 ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, “ତୁନି ହ, ଚୁପ୍ କର୍।” ସେଥିରେ ପବନ ବନ୍ଦ ହେଲା ଓ ସବୁ ଧିରସ୍ଥିର ହେଲା। Viz kapitolaପବିତ୍ର ବାଇବଲ39 ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା'ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା। Viz kapitola |