ମାର୍କ 14:71 - ପବିତ୍ର ବାଇବଲ (CL) NT (BSI)71 ପିତର ଉତ୍ତର ଦେଲେ, “ମୁଁ ରାଣ ପକାଇ କହୁଛି, ମୋ’ କଥା ସତ। ନୋହିଲେ ଈଶ୍ୱର ମୋତେ ଶାସ୍ତି ଦିଅନ୍ତୁ। ଯାହାଙ୍କ କଥା କହୁଛ, ତାଙ୍କୁ ମୁଁ ମୋଟେ ଜାଣେ ନାହିଁ।” Viz kapitolaପବିତ୍ର ବାଇବଲ (Re-edited) - (BSI)71 କିନ୍ତୁ ସେ ଅଭିଶାପ ଦେଇ ଓ ରାଣ ପକାଇ କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଛ, ମୁଁ ତାକୁ ଜାଣେ ନାହିଁ। Viz kapitolaଓଡିଆ ବାଇବେଲ71 କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାକୁ ଜାଣେ ନାହିଁ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT71 କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାହାକୁ ଜାଣେ ନାହିଁ। Viz kapitolaପବିତ୍ର ବାଇବଲ71 ତା'ପରେ ପିତର ଅଭିଶାପ ଦେବାକୁ ଲାଗିଲେ। ସେ ଦୃଢ଼ ଭାବରେ କହିଲେ, “ମୁଁ ପରମେଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ, ତୁମ୍ଭେମାନେ ଯେଉଁ ଲୋକ ବିଷୟରେ କହୁଛ, ମୁଁ ତାହାକୁ ଆଦୌ ଜାଣେ ନାହିଁ।” Viz kapitola |