ମାଥିଉ 9:25 - ପବିତ୍ର ବାଇବଲ (CL) NT (BSI)25 କିନ୍ତୁ ସେମାନେ ବାହାରି ଯିବା ପରେ ଯୀଶୁ ବାଳିକାର କୋଡରୀକୁ ଯାଇ ତା’ ହାତ ଧରି ଉହଠାଇଲେ ଓ ସେ ସଙ୍ଗେ ସଙ୍ଗେ ଉଠି ବସିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)25 କିନ୍ତୁ ଲୋକସମୂହ ବାହାର କରାଯାଆନ୍ତେ, ସେ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା। Viz kapitolaଓଡିଆ ବାଇବେଲ25 କିନ୍ତୁ ଲୋକସମୂହ ବାହାରଯାଆନ୍ତେ ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 କିନ୍ତୁ ଲୋକସମୂହ ବାହାର କରାଯାଆନ୍ତେ, ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା। Viz kapitolaପବିତ୍ର ବାଇବଲ25 ଲୋକଙ୍କୁ ଘର ଭିତରୁ ବାହାର କରି ଦିଆଯିବା ପରେ ଯୀଶୁ ଭିତରକୁ ଗଲେ। ଝିଅଟିର ହାତ ଧରିଲେ, ଝିଅଟି ଉଠି ଠିଆ ହେଲା। Viz kapitola |