ମାଥିଉ 9:21 - ପବିତ୍ର ବାଇବଲ (CL) NT (BSI)21 ସେ ମନେ ମନେ ଭାବିଲା, “କେବଳ ତାଙ୍କର ପୋଷାକକୁ ଥରେ ଛୁଇଁ ପାରିଲେ, ମଁ ସଚସ୍ଥ ହୋଇଯିବି।” Viz kapitolaପବିତ୍ର ବାଇବଲ (Re-edited) - (BSI)21 କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। Viz kapitolaଓଡିଆ ବାଇବେଲ21 କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। Viz kapitolaପବିତ୍ର ବାଇବଲ21 ଏହା କଲାବେଳେ ସେ ମନେ ମନେ ଭାବୁଥିଲା, “ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁଦେଲେ ସୁସ୍ଥ ହୋଇଯିବି।” Viz kapitola |