ମାଥିଉ 5:35 - ପବିତ୍ର ବାଇବଲ (CL) NT (BSI)35 ପୃଥିବୀ ନାମରେ ରାଣ ପକାଅ ନାହିଢ଼ଁ, କାରଣ ତାହା ଈଶ୍ୱରଙ୍କ ପାଦପୀଠ। ଯିରୂଶାଲମ ନଗରୀ ନାମରେ ରାଣ ପକାଇବା ଅନୁଚିତ୍, କାରଣ ତାହା ହେଉଛି ରାଜାଧିରାଜଙ୍କ ରାଜଧାନୀ। Viz kapitolaପବିତ୍ର ବାଇବଲ (Re-edited) - (BSI)35 କିମ୍ଵା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ; Viz kapitolaଓଡିଆ ବାଇବେଲ35 କିମ୍ବା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ; Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 କିମ୍ବା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମ ସହରର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ; Viz kapitolaପବିତ୍ର ବାଇବଲ35 ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। Viz kapitola |