ମାଥିଉ 5:2 - ପବିତ୍ର ବାଇବଲ (CL) NT (BSI)2 ଶିଷ୍ୟମାନେ ତାଙ୍କୁ ଘେରି ରହିଥିଲେ। ସେମାନଙ୍କୁ ସେ ଶିକ୍ଷା ଦେଇ କହିଲେ: Viz kapitolaପବିତ୍ର ବାଇବଲ (Re-edited) - (BSI)2 ସେଥିରେ ଯୀଶୁ ମୁଖ ଫିଟାଇ, ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ, Viz kapitolaଓଡିଆ ବାଇବେଲ2 ସେଥିରେ ସେ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ସେଥିରେ ସେ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ, Viz kapitolaପବିତ୍ର ବାଇବଲ2 ଏଥର ଯୀଶୁ ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ, Viz kapitola |