Online Bible

- Reklamy -




ମାଥିଉ 25:42 - ପବିତ୍ର ବାଇବଲ (CL) NT (BSI)

42 ମୁଁ କ୍ଷୁଧିତ ଥିଲି, ତୁମେ ମୋତେ ଖାଇବାକୁ ଦେଇ ନାହଁ। ମୁଁ ତୃଷିତ ଥିଲାବେଳେ ମୋତେ ପିଇବାକୁ ଦେଇ ନାହଁ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

42 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ;

Viz kapitola kopírovat

ଓଡିଆ ବାଇବେଲ

42 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ;

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

42 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ;

Viz kapitola kopírovat

ପବିତ୍ର ବାଇବଲ

42 କାରଣ ମୁଁ ଭୋକିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ଖାଇବାକୁ ଦେଇ ନ ଥିଲ,

Viz kapitola kopírovat




ମାଥିଉ 25:42

Následuj nás:

Reklamy


Reklamy