ମାଥିଉ 25:28 - ପବିତ୍ର ବାଇବଲ (CL) NT (BSI)28 ଏହା କହି ମାଲିକ ଆଦେଶ ଦେଲେ, ‘ଏହି ଭୃତ୍ୟ ହାତରୁ ଏହି ଟଙ୍କା କାଢ଼ିନେଇ ଯାହା ହାତରେ ଦଶ ହଜାର ଅଛି, ତାକୁ ଦେଇଦିଅ। Viz kapitolaପବିତ୍ର ବାଇବଲ (Re-edited) - (BSI)28 ଅତଏବ, ଏହାଠାରୁ ଏହି ତୋଡ଼ା ଘେନିଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ। Viz kapitolaଓଡିଆ ବାଇବେଲ28 ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ‘ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ। Viz kapitolaପବିତ୍ର ବାଇବଲ28 “ତା'ପରେ ମାଲିକ ତାହାଙ୍କର ଅନ୍ୟ ଗ୍ଭକରମାନଙ୍କୁ କହିଲେ, ‘ସେହି ଗ୍ଭକରଠାରୁ ଟଙ୍କାର ଥଳିଟି ନେଇ, ଯାହାର ଦଶ ତୋଡ଼ା ଟଙ୍କା ଅଛି ତାକୁ ଦେଇଦିଅ। Viz kapitola |