Online Bible

- Reklamy -




ମାଥିଉ 25:13 - ପବିତ୍ର ବାଇବଲ (CL) NT (BSI)

13 କଥାଟି ଶେଷ କରି ଯୀଶୁ କହିଲେ, “ସତର୍କ ରୁହ। ସେହି ଦିନ କିମ୍ବା ଘଣ୍ଟା (ସମୟ) ଆଗରୁ କେହି ଜାଣିପାରିବ ନାହିଁ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

13 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ଦଣ୍ତ ଜାଣ ନାହିଁ।

Viz kapitola kopírovat

ଓଡିଆ ବାଇବେଲ

13 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ।”

Viz kapitola kopírovat

ପବିତ୍ର ବାଇବଲ

13 “ତେଣୁ ସଦାବେଳେ ଜାଗ୍ରତ ରୁହ, କାରଣ ମନୁଷ୍ୟପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣି ନାହଁ।

Viz kapitola kopírovat




ମାଥିଉ 25:13

Následuj nás:

Reklamy


Reklamy