ମାଥିଉ 23:19 - ପବିତ୍ର ବାଇବଲ (CL) NT (BSI)19 କେଡ଼େ ଅନ୍ଧ ତୁମେ। କେଉଁଟି ଶ୍ରେଷ୍ଠ - ନୈବେଦ୍ୟ ନା ନୈବେଦ୍ୟକୁ ପବିତ୍ର କରୁଥିବା ବେଦୀ? Viz kapitolaପବିତ୍ର ବାଇବଲ (Re-edited) - (BSI)19 ରେ ଅନ୍ଧମାନେ, ନୈବେଦ୍ୟ କିମ୍ଵା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ଯଜ୍ଞବେଦି, ଏହି ଦୁଇ ମଧ୍ୟରେ କେଉଁଟି ଶ୍ରେଷ୍ଠ? Viz kapitolaଓଡିଆ ବାଇବେଲ19 ରେ ଅନ୍ଧମାନେ, ନୈବେଦ୍ୟ କିମ୍ବା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ବେଦି, ଏହି ଦୁଇ ମଧ୍ୟରେ କେଉଁଟି ଶ୍ରେଷ୍ଠ ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ରେ ଅନ୍ଧମାନେ, ନୈବେଦ୍ୟ କିମ୍ବା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ବେଦି, ଏହି ଦୁଇ ମଧ୍ୟରେ କେଉଁଟା ଶ୍ରେଷ୍ଠ? Viz kapitolaପବିତ୍ର ବାଇବଲ19 ତୁମ୍ଭେମାନେ ଅନ୍ଧ। ତୁମ୍ଭେ କିଛି ବୁଝି ନାହଁ। ବଡ଼ କିଏ? ବେଦୀ ନା ଉପହାର? ବେଦୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବେଦୀ ବଡ଼। Viz kapitola |