ମାଥିଉ 22:19 - ପବିତ୍ର ବାଇବଲ (CL) NT (BSI)19 ଯେଉଁ ମୁଦ୍ରାରେ କର ଦେଉଛ, ସେଥିରୁ ଗୋଟିଏ ଆଣି ମୋତେ ଦେଖାଅ। ସେମାନେ ଗୋଟିଏ ମୁଦ୍ରା ଆଣି ତାଙ୍କୁ ଦେଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)19 ସେହି କରର ମୁଦ୍ରା ମୋତେ ଦେଖାଅ। ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ଅଧୁଲି ଆଣିଲେ। Viz kapitolaଓଡିଆ ବାଇବେଲ19 ସେହି କରର ମୁଦ୍ରା ମୋତେ ଦେଖାଅ। ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ଅଧୁଲି ଆଣିଲେ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 “ସେହି କରର ମୁଦ୍ରା ମୋତେ ଦେଖାଅ।” ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ମୁଦ୍ରା ଆଣିଲେ। Viz kapitolaପବିତ୍ର ବାଇବଲ19 କର ଦେବା ପାଇଁ ବ୍ୟବହୃତ ହେଉଥିବା ଗୋଟେ ମୁଦ୍ରା ମୋତେ ଦେଖାଅ।” ସେମାନେ ଯୀଶୁଙ୍କୁ ଗୋଟିଏ ରୌପ୍ୟମୁଦ୍ରା ଦେଖାଇଲେ। Viz kapitola |