ମାଥିଉ 21:38 - ପବିତ୍ର ବାଇବଲ (CL) NT (BSI)38 “କିନ୍ତୁ ରଇତମାନେ ମାଲିକଙ୍କ ପୁଅକୁ ଦେଖି ପରସ୍ପରକୁ କହିଲେ, ‘ଏଇ ଦେଖ, ମାଲିକଙ୍କର ଉତ୍ତରାଧିକାରୀ। ଆସ, ଏହାକୁ ମଧ୍ୟ ମାରି ପକାଇବା। ତାହାହେଲେ ସମ୍ପତ୍ତି ଆମର ହେବ।” Viz kapitolaପବିତ୍ର ବାଇବଲ (Re-edited) - (BSI)38 ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ବଧ କରି ଆମ୍ଭେମାନେ ଏହାର ଅଧିକାର ହସ୍ତଗତ କରୁ। Viz kapitolaଓଡିଆ ବାଇବେଲ38 ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ମାରି ଦେଇ ଆମ୍ଭେମାନେ ଏହାର ଅଧିକାର ଦଖଲ କରୁ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT38 ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ‘ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ମାରି ଦେଇ ଆମ୍ଭେମାନେ ଏହାର ଅଧିକାର ଦଖଲ କରୁ।’ Viz kapitolaପବିତ୍ର ବାଇବଲ38 “କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତରେ କୁହା କୁହି ହେଲେ, ‘ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦେବା, ଏହି ସମ୍ପତ୍ତି ଆମ୍ଭର ହୋଇଯିବ।’ Viz kapitola |