ମାଥିଉ 21:20 - ପବିତ୍ର ବାଇବଲ (CL) NT (BSI)20 ଶିଷ୍ୟମାନେ ଏହା ଦେଖି ବିସ୍ମିତ ହୋଇ ପଚାରିଲେ, “ଗଛଟି ଏତେ ଶୀଘ୍ର ଶୁଖିଗଲା କେମିତି?” Viz kapitolaପବିତ୍ର ବାଇବଲ (Re-edited) - (BSI)20 ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମିରି ଗଛଟି କିପରି ସେହିକ୍ଷଣି ଶୁଖିଗଲା? Viz kapitolaଓଡିଆ ବାଇବେଲ20 ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରିଗଛଟି କିପରି ସେହିକ୍ଷଣି ଶୁଖିଗଲା ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରିବୃକ୍ଷଟି କିପରି ସେହିକ୍ଷଣି ଶୁଖିଗଲା? Viz kapitolaପବିତ୍ର ବାଇବଲ20 ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏତେ ଶୀଘ୍ର ଡିମିରିଗଛଟି କିପରି ଶୁଖି ମରିଗଲା?” Viz kapitola |