ମାଥିଉ 20:27 - ପବିତ୍ର ବାଇବଲ (CL) NT (BSI)27 ତୁମ ମଧ୍ୟରୁ ଜଣେ ବଡ଼ ହେବାକୁ ଚାହିଁଲେ, ସେ ଅନ୍ୟମାନଙ୍କର ସେବକ ହେଉ। ତୁମ ମଧ୍ୟରୁ ଯେ ଶ୍ରେଷ୍ଠ ହେବାକୁ ଚାହେଁ, ସେ ତୁମ୍ଭମାନଙ୍କର ଦାସ ହେଉ, Viz kapitolaପବିତ୍ର ବାଇବଲ (Re-edited) - (BSI)27 ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ, Viz kapitolaଓଡିଆ ବାଇବେଲ27 ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ, Viz kapitolaପବିତ୍ର ବାଇବଲ27 ଯଦି ତୁମ୍ଭ ଭିତରୁ କେହି ପ୍ରଥମ ସ୍ଥାନ ପାଇବାକୁ ଇଚ୍ଛା କରୁଛି, ତେବେ ତାକୁ ଜଣେ କ୍ରୀତଦାସ ଭଳି ତୁମ୍ଭମାନଙ୍କର ସେବା କରିବାକୁ ହେବ। Viz kapitola |