ମାଥିଉ 17:19 - ପବିତ୍ର ବାଇବଲ (CL) NT (BSI)19 ତା’ପରେ ଶିଷ୍ୟମାନେ ଯୀଶୁଙ୍କୁ ଏକାନ୍ତରେ ଆସି ପଚାରିଲେ, “ଆମେ କାହିଁକି ସେହି ଭୂତକୁ ଛଡ଼ାଇ ପାରିଲୁନି?” Viz kapitolaପବିତ୍ର ବାଇବଲ (Re-edited) - (BSI)19 ଏଥିଉତ୍ତାରେ, ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ? Viz kapitolaଓଡିଆ ବାଇବେଲ19 ଏହାପରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ଏହାପରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ। Viz kapitolaପବିତ୍ର ବାଇବଲ19 ତା'ପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ନିରୋଳାରେ ଭେଟି ପଗ୍ଭରିଲେ, “ଆମ୍ଭେମାନେ ଭୂତକୁ ତଡ଼ିଦେବାକୁ କାହିଁକି ସକ୍ଷମ ହୋଇ ପାରିଲୁ ନାହିଁ?” Viz kapitola |