Online Bible

- Reklamy -




ମାଥିଉ 17:13 - ପବିତ୍ର ବାଇବଲ (CL) NT (BSI)

13 ସେତେବେଳେ ଶିଷ୍ୟମାନେ ବୁଝିପାରଲେ ଯେ, ଯୀଶୁ ଜଳଦୀକ୍ଷାଦାତା ଯୋହନଙ୍କ ବିଷୟରେ କହୁଛନ୍ତି।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

13 ସେ ଯେ ସେମାନଙ୍କୁ ବାପ୍ତିଜକ ଯୋହନଙ୍କ ବିଷୟରେ କହିଲେ, ଶିଷ୍ୟମାନେ ସେତେବେଳେ ତାହା ବୁଝିଲେ।

Viz kapitola kopírovat

ଓଡିଆ ବାଇବେଲ

13 ସେ ଯେ ସେମାନଙ୍କୁ ବାପ୍ତିଜକ ଯୋହନଙ୍କ ବିଷୟରେ କହିଲେ, ଶିଷ୍ୟମାନେ ସେତେବେଳେ ତାହା ବୁଝିଲେ ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେ ଯେ ସେମାନଙ୍କୁ ବାପ୍ତିଜକ ଯୋହନଙ୍କ ବିଷୟରେ କହିଲେ, ଶିଷ୍ୟମାନେ ସେତେବେଳେ ତାହା ବୁଝିଲେ।

Viz kapitola kopírovat

ପବିତ୍ର ବାଇବଲ

13 ତା'ପରେ ତାହାଙ୍କର ଶିଷ୍ୟମାନେ ବୁଝି ପାରିଲେ ଯେ ଯୀଶୁ ଯେଉଁ ବାପ୍ତିଜକ ଯୋହନଙ୍କ ବିଷୟରେ ସେମାନଙ୍କୁ କହିଥିଲେ, ସେ ପ୍ରକୃତରେ ଏଲିୟ।

Viz kapitola kopírovat




ମାଥିଉ 17:13

Následuj nás:

Reklamy


Reklamy