ମାଥିଉ 15:4 - ପବିତ୍ର ବାଇବଲ (CL) NT (BSI)4 ଈଶ୍ୱର ଆଜ୍ଞା କରିଛନ୍ତି, ‘ପିତା ମାତାଙ୍କୁ ସମାଦର କର। ଯେ’ କେହି ତା’ ପିତା ବା ମାତାଙ୍କୁ ହତାଦର କରି କିଛି କହେ, ସେ ପ୍ରାଣଦଣ୍ଡ ପାଇବ।’ Viz kapitolaପବିତ୍ର ବାଇବଲ (Re-edited) - (BSI)4 ଈଶ୍ଵର ତ କହିଅଛନ୍ତି, ପିତାମାତାଙ୍କୁ ସମାଦର କର, ଆଉ ଯେକେହି ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ତ ଭୋଗ କରିବ। Viz kapitolaଓଡିଆ ବାଇବେଲ4 ଈଶ୍ୱର ତ କହିଅଛନ୍ତି ପିତାମାତାକୁ ସମାଦର କର, ଆଉ ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ଈଶ୍ବର ତ କହିଅଛନ୍ତି ‘ପିତାମାତାକୁ ସମାଦର କର,’ ଆଉ ‘ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’ Viz kapitolaପବିତ୍ର ବାଇବଲ4 ପରମେଶ୍ୱର କହିଛନ୍ତି: ‘ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁ ଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାଯିବା ଉଚିତ୍।’ Viz kapitola |