Online Bible

- Reklamy -




ମାଥିଉ 15:37 - ପବିତ୍ର ବାଇବଲ (CL) NT (BSI)

37 ସମସ୍ତେ ଯଥେଷ୍ଟ ପରିମାଣରେ ଖାଇବାକୁ ପାଇଳେ ଏବଂ ଶିଷ୍ୟମାନେ ବଳି ପଡ଼ିଥିବା ଖାଦ୍ୟ ପଦାର୍ଥରେ ଦାତୋଟି ଟୋକେଇ ପୂର୍ଣ୍ଣ କଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

37 ଆଉ, ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୋଟୀରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ବେତା ଭର୍ତ୍ତି କଲେ।

Viz kapitola kopírovat

ଓଡିଆ ବାଇବେଲ

37 ଆଉ ସମସ୍ତେ ଭୋଜନ କରି ପରିତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ଟୋକେଇ ଭର୍ତ୍ତି କଲେ ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

37 ଆଉ ସମସ୍ତେ ଭୋଜନ କରି ପରିତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ଟୋକେଇ ଭର୍ତ୍ତି କଲେ।

Viz kapitola kopírovat

ପବିତ୍ର ବାଇବଲ

37 ସମସ୍ତେ ଖାଇଲେ ଓ ସନ୍ତୋଷ ଲାଭ କଲେ। ତା'ପରେ ଶିଷ୍ୟମାନେ ବଳକା ଖାଦ୍ୟକୁ ସାତୋଟି ଟୋକେଇରେ ଭର୍ତ୍ତି କଲେ।

Viz kapitola kopírovat




ମାଥିଉ 15:37

Následuj nás:

Reklamy


Reklamy